ଆଜିର ଖବର ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ଦିଲ୍ଲୀ ବିଜେପି ପ୍ରଭାରୀ, ବିଧାନସଭା ନିର୍ବାଚନ ପାଇଁ କରିବେ ରଣନୀତି ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା ଓଡିଶା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି। ଆଉ କିଛି ମାସ ପରେ…