ଆଜିର ଖବର ଦିଲ୍ଲୀ ସରକାରୀ କଲେଜରେ ଶିକ୍ଷକଙ୍କୁ ଦରମା ଦେବା ପାଇଁ ପଇସା ନାହିଁ!, ବିଜେପି-ଆପ ମୁହାଁମୁହିଁ ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୀନଦୟାଲ ଉପାଧ୍ୟାୟ କଲେଜରେ ଅର୍ଥ ଅଭାବର ଖବର ସାମ୍ନାକୁ ଆସିଛି। କର୍ମଚାରୀଙ୍କ ପାଇଁ କଲେଜରେ ଟଙ୍କା ନାହିଁ।…