ଆଜିର ଖବର ପାକିସ୍ତାନକୁ ଧରାଶାୟୀ କଲା ଭାରତ: କୁସ୍ତିରେ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଲେ ଦୀପକ ପୁନିଆ ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତର ଦୀପକ ପୁନିଆ ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ କରିଛନ୍ତି। ସେ ପୁରୁଷ ୮୬ କିଲୋଗ୍ରାମରେ ପାକିସ୍ତାନର ମହମ୍ମଦ ଇନାମଙ୍କୁ…