ଅପରାଧ ଜମି ଆଉ ଘର ଦେବା ନାଁରେ ଠକେଇ ମାମଲା: ଗିରଫ ହେଲେ ଆପୋଲୋ ବିଲଡର ଭୁବନେଶ୍ବର: ଆପୋଲୋ ବିଲଡର ଦୀପକ ମହାନ୍ତିଙ୍କୁ କମିଶନରେଟ ପୋଲିସ ଆଜି ଗିରଫ କରିଛି। ଜମି ଆଉ ଘର ଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ…