ଜାତୀୟ ଖବର ଦୀପାବଳି ପାଇଁ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ପଦକ୍ଷେପ, ଜାଣନ୍ତୁ ଆଖି ଆଘାତ ହେଲେ କଣ କରିବେ ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି ପାଇଁ ଆମେ ସମସ୍ତେ ପ୍ରସ୍ତୁତ। ବାଣ ସହିତ ଦୀପାବଳି ଉତ୍ସବ କୁ ପାଳନ କରିବା ପାଇଁ ଆମ ମାନଙ୍କ ମଧ୍ୟରୁ ଅନେକ…