ଆଜିର ଖବର ସୂର୍ଯ୍ୟ ପରାଗ: ଜାଣନ୍ତୁ ଭୁବନେଶ୍ବର ସମେତ ଅନ୍ୟ ସ୍ଥାନରେ କେତେବେଳେ ଦୃଶ୍ୟ ହେବ ନୂଆଦିଲ୍ଲୀ: ଚଳିତ ୨୦୨୨ ବର୍ଷର ଶେଷ ସୂର୍ଯ୍ୟପରାଗ ଆସନ୍ତାକାଲି ମଙ୍ଗଳବାର ଦିନ ଅର୍ଥାତ୍ ୨୫ ଅକ୍ଟୋବରରେ ହେବାକୁ ଯାଉଛି। ଚଳିତ ବର୍ଷ ଦୀପାବଳିରେ ଏହି ସୂର୍ଯ୍ୟପରାଗ ସଂଗଠିତ…