ଆଜିର ଖବର ଏସିଆନ୍ ଗେମ୍ସ: ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ ନେପାଳର ଦୀପେନ୍ଦ୍ର, ମାତ୍ର ୯ ବଲରେ ହାସଲ କଲେ ଅର୍ଦ୍ଧଶତକ ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ-୨୦୨୩ ରେ ନେପାଳ ଏବଂ ମୋଙ୍ଗୋଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଏକ ବଡ ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମେ ବ୍ୟାଟିଂ କରି ନେପାଳ ଦଳ…