ଜାତୀୟ ଖବର ଦୀପୋତ୍ସବରେ ସୃଷ୍ଟି ହେଲା ବିଶ୍ୱ ରେକର୍ଡ : ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା ଅଯୋଧ୍ୟା: ଅଯୋଧ୍ୟାରେ ଦୀପୋତ୍ସବ ଅବସରରେ ଏକ ଅଲୌକିକ ଓ ଭବ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ସରଯୂ ନଦୀର ବିଭିନ୍ନ ଘାଟରେ ଏକାସାଙ୍ଗରେ ୩୦ ଲକ୍ଷରୁ ଅଧିକ ମାଟି…