ଆଜିର ଖବର ଦିଲ୍ଲୀ ହିଂସା ଘଟଣା: ଦୀପ ଶିଦ୍ଧୁଙ୍କ ନାମରେ ଚାଷୀ ନେତା ଆଣିଲେ ଅଭିଯୋଗ, ଜାଣନ୍ତୁ କିଏ ସେ ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଟ୍ରାକ୍ଟର ରାଲିରେ ହଠାତ ହିଂସା ଘଟଣା ଘଟିଥିଲା। ଏଥିରେ ବହୁ କୃଷକ ସଡକ ଉପରେ ହଙ୍ଗାମା କରିଥିଲେ। ହେଲେ ଏହାକୁ ବିରୋଧ…