ଆଜିର ଖବର ଆଗପଛ ହୋଇ ଆସୁଛି ଦୁଇଟି ଲଘୁଚାପ, ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ଭୁବନେଶ୍ବର, ସେପ୍ଟମ୍ବର ମାସଟି ଓଡିଶା ପାଣିପାଗ ପାଇଁ ଶୁଭ ଖବର ନେଇ ଆସୁଛି। କାରଣ ହେଲା ଆଗପଛ ହୋଇ ଦୁଇଟି ଲଘୁ ଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ…