ଜାତୀୟ ଖବର ମୁମ୍ବାଇ ବିମାନବନ୍ଦରରେ ରନୱେରୁ ଖସିଲା ବେସରକାରୀ ଚାର୍ଟାର୍ଡ ଫ୍ଲାଇଟ୍, ଦୁଇ ଖଣ୍ଡରେ ଭାଙ୍ଗିଲା ବିମାନ ମୁମ୍ବାଇ: ଆଜି ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏକ ଘରୋଇ ଚାର୍ଟାର୍ଡ ବିମାନ ରନୱେରୁ ଖସିପଡିଛି। ବିମାନରେ 6 ଜଣ ଯାତ୍ରୀ ଏବଂ ଦୁଇଜଣ…