ଆଜିର ଖବର ମାଛ ମାରିବାକୁ ଯାଇ ଦୁଇ ଭାଇ ମୃତ ଜଳେଶ୍ବର : ଜଳେଶ୍ବରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ମାରିବାକୁ ଯାଇ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ସମୁଦ୍ର କୂଳରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର…