ଆଜିର ଖବର ଆଜି ୧୦,୦୦୦ରୁ ଅଧିକ ଏମ-ପ୍ୟାକ୍ସ, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ସମିତିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଅମିତ ଶାହା ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ ପୁସାସ୍ଥିତ ଆଇସିଏଆର କନଭେନସନ୍ ସେଣ୍ଟରରେ ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ନବଗଠିତ ବହୁମୁଖୀ…