ଆଜିର ଖବର ଦୁନିଆରେ ଏମିତି ବି ଭକ୍ତ ଅଛନ୍ତି, ଯାହାଙ୍କ ଅଧିନରେ ଚାଲନ୍ତି ଭଗବାନ, ଜାଣନ୍ତୁ କିଏ ଆଉ କେମିତି? ଉପେନ୍ଦ୍ର ବଳିୟାରସିଂହ ଥରେ ଅଯୋଧ୍ୟାରେ ସୀତା ଦେବୀ, ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣ ସବୁ ପରିଜନ ଗୋଟିଏ ବିଚାର କଲେ। ହନୁମାନ ସବୁବେଳେ ପ୍ରଭୁଙ୍କ ସେବାରେ ନିଯୁକ୍ତ ରହୁଛନ୍ତି।…