ଆଜିର ଖବର ଆଜି ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ମାମଲା, ମୁଖ୍ୟ ବିଚାରପତିଙ୍କ କୋର୍ଟରେ ହେବ ବିଚାର କଟକ, କୋଭିଡ କଟକଣା ପାଇଁ ଏଥର ଦୁର୍ଗା ପୂଜାରେ ମୂର୍ତ୍ତିର ଉଚ୍ଚତା 4 ଫୁଟ ମଧ୍ୟରେ ରହିବ। ପ୍ରଶାସନର ଏପରି ନିଷ୍ପତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି…