ଆଞ୍ଚଳିକ କବି ତଥା ପ୍ରଶାସକ କ୍ଷମାନିଧି ଭୋଇଙ୍କୁ ଦୁର୍ଗା ମାଧବ ସ୍ମାରକୀ କବିତା ପୁରସ୍କାର ରେଢ଼ାଖୋଲ (କନ୍ଦର୍ପ ବେହେରା): କବି ତଥା ପ୍ରଶାସକ କବି କ୍ଷମାନିଧି ଭୋଇଙ୍କୁ ସମାରୋହ ପତ୍ରିକାର ବାର୍ଷିକ ଉତ୍ସବରେ “ଦୁର୍ଗା ମାଧବ ସ୍ମାରକୀ କବିତା ପୁରସ୍କାର” ପ୍ରଦାନ କରାଯାଇଛି। ବୁଦ୍ଧ…