ଆଜିର ଖବର ନାକଟିଦେଉଳର ଅନାଲୋଚିତ ପର୍ଯ୍ୟଟନ ସ୍ଥଳ ଦେଉଳଗା: ମାନ୍ୟତା ପାଇବ କେବେ? ରେଢ଼ାଖୋଲ (କନ୍ଦର୍ପ ବେହେରା): ପଶ୍ଚିମ ଓଡ଼ିଶାରେ ଅନେକ ଗୁଡିଏ ଅନାଲୋଚିତ ପର୍ଯ୍ୟଟନ ସ୍ଥଳୀ ରହିଛି। ଐତିହାସିକ ମାନେ ସେଇ ସ୍ଥାନକୁ ଗବେଷଣା କରିବାକୁ ପହଂଚି ପାରିନାହାନ୍ତି। ସେମିତି…