ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ବର: ରାଜ୍ୟର ବିରିଷ୍ଠ ଆଇପିଏସ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଛାଡି ଚାଲିଗଲେ। ଆଜି ରାତି ୧୦ଟା ରେ ତାଙ୍କର ପରଲୋକ ଘଟିଛି।…