ଅପରାଧ ପାକିସ୍ତାନର ବିଜୟରେ ଉତ୍ସବ ପାଳନ କରିବା ଦେଶଦ୍ରୋହ”!: ଆଗ୍ରାରେ ଗିରଫ ହେଲେ ତିନିଜଣ କାଶ୍ମୀର ଛାତ୍ର ଆଗ୍ରା: ପାକିସ୍ତାନର ବିଜୟ ଉତ୍ସବ ପାଳନ କରୁଥିବା ଲୋକଙ୍କୁ ଦେଶଦ୍ରୋହ ଅଭିଯୋଗ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସକାଳେ ଟୁଇଟ୍…