ଆଜିର ଖବର କଂଗ୍ରେସ ପକ୍ଷରୁ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ: ଗିରଫ ହେଲେ ଅନେକ ବରିଷ୍ଠ ନେତା ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆଜି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଛି। କଂଗ୍ରେସ ପକ୍ଷରୁ ଆଜି କୃଷକ ଅଧିକାର ଦିବସ ମଧ୍ୟ ପାଳନ କରାଯାଉଛି। ଏହି…