ଆଜିର ଖବର ମାର୍ଚ୍ଚ ୨୮-୨୯ ଦେଶବ୍ୟାପୀ ଧର୍ମଘଟ କରିବେ ଶ୍ରମିକ ସଂଗଠନ: ସମର୍ଥନ କଲା ସିପିଆଇ (ଏମ୍.ଏଲ୍) ଭୁବନେଶ୍ୱର: ଶ୍ରମିକ ସଂଗଠନମାନଙ୍କ ଜାତୀୟ କନ୍ଭେନସନ ମାର୍ଚ୍ଚ ୨୮, ୨୯ ଦୁଇଦିନ ପାଇଁ ସର୍ବଭାରତୀୟ ଧର୍ମଘଟ ଡ଼ାକରା ଦେଇଛି। ଏହି ଧର୍ମଘଟକୁ ସିପିଆଇ (ଏମ୍.ଏଲ୍) ଲିବରେସନ ପୂର୍ଣ୍ଣ…