ଆଜିର ଖବର ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ “ବ୍ଲକଚେନ୍” ଟେକ୍ନୋଲୋଜି ବ୍ୟବହାର କରିବାରେ “ଓଭୋ ଫାର୍ମ” ଦେଶରେ ପ୍ରଥମ ଭୁବନେଶ୍ୱର/ବଲାଙ୍ଗିର: ଆଜି କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଉତ୍ପାଦନ ପ୍ରକ୍ରିୟା ବ୍ୟାପକ ଓ ଦକ୍ଷ ହୋଇପାରୁଛି। ଅଣ୍ଡା ଉଦ୍ୟୋଗରେ “ବ୍ଲକଚେନ୍” ପରି ଟେକ୍ନୋଲୋଜି…