ଜାତୀୟ ଖବର ଦେଶରେ 4ଟି ରାଜଧାନୀ କରାଯାଉ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା, ଦେଶର ଶାସନ ଲୋକଙ୍କ ପାଖରେ ପହଁଚିବା ପାଇଁ ଯଦି ମୋଦୀ ସରକାର ପ୍ରକୃତରେ ଚାହୁଁଛନ୍ତି ତେବେ ଦେଶରେ 4ଟି ରାଜଧାନୀ କରନ୍ତୁ। ଏହିପରି ଏକ ଆହ୍ବାନ…