ବିଶେଷ ଖବର ଦେଶର ଅର୍ଥ ବ୍ୟବସ୍ଥା ଟ୍ରାକକୁ ଫେରିବ ବୋଲି ଅନ୍ତର୍ଜାତୀୟ ସ୍ତରର ଦୁଇଟି ରେଟିଂ ଏଜେନ୍ସିର ଆକଳନ ନୂଆଦିଲ୍ଲୀ, କୋଭିଡ-୧୯ ଭୂତାଣୁ ସଂକ୍ରମଣ ଏବଂ ତଦଜନିତ ଲକଡାଉନ କାରଣରୁ ଭାରତର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିଲେ ହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିରେ ସୁଧାର ଆସିବ…