ଆଜିର ଖବର ସ୍ବଚ୍ଛତା ପାଇଁ ସମସ୍ତେ ଉଚ୍ଛର୍ଗୀକୃତ ହେବା ଉଚିତ: ପ୍ରାଧ୍ୟାପକ ସୁପ୍ରିୟା ପଟ୍ଟନାୟକ ଭୁବନେଶ୍ୱର: ଦେଶର ସର୍ବୋତ୍ତମ ବିକାଶ ପାଇଁ କେବଳ ପରିବେଶର ସ୍ବଚ୍ଛତା ନୁହେଁ ମାନସିକ ସ୍ତରରେ ମଧ୍ୟ ସ୍ୱଚ୍ଛତା ଆପଣାଇବା ଆବଶ୍ୟକ। ସ୍ୱଚ୍ଛତା ପ୍ରତ୍ୟକ ମନୁଷ୍ୟର ପ୍ରମୁଖ ଦାୟିତ୍ୱ…