ଅପରାଧ ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଦେଶୀ ବୋମା ବିସ୍ଫୋରଣରେ ୬ ଆହତ କୋଲକୋତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏବଂ ଏହି ସମୟରେ ଦେଶୀ ବୋମା ଫିଙ୍ଗା ଦିଆଯାଇଥିବା ଅଭିଯୋଗ ହୋଇଛି।…