ଜାତୀୟ ଖବର ଦେଶର ସୁରକ୍ଷା ପାଇଁ 10ଟି ସାଟେଲାଇଟ ଦିନରାତି କାମ କରୁଛି; ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ ନୂଆଦିଲ୍ଲୀ: ଦେଶର ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରୋର 10 ଟି ଉପଗ୍ରହ ଦିନ-ରାତି କାର୍ଯ୍ୟ କରୁଛନ୍ତି ବୋଲି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍…