ଆଜିର ଖବର ଗତକାଲି ସୁଦ୍ଧା ରାଜ୍ୟ ମାନଙ୍କୁ ସମ୍ପୂର୍ଣ୍ଣ ଜିଏସ୍ଟି କ୍ଷତିପୂରଣ ଦେୟ ପ୍ରଦାନ କଲେ କେନ୍ଦ୍ର ଦିଲ୍ଲୀ: ଭାରତ ସରକାର ୩୧ ମେ ୨୦୨୨ ତାରିଖ ସୁଦ୍ଧା ରାଜ୍ୟ ମାନଙ୍କୁ ଜିଏସ୍ଟି କ୍ଷତିପୂରଣ ବାବଦକୁ ପ୍ରଦାନ କରାଯିବାକୁ ଥିବା ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି।…