ଆଜିର ଖବର ଦେଶର ଏକ ପ୍ରମୁଖ ଖବରକାଗଜ ଗ୍ରୁପ ଉପରେ ଆୟକର ବିଭାଗର ଚଢାଉ ନୂଆଦିଲ୍ଲୀ, ଆଜି ସକାଳୁ ଦେଶର ପ୍ରମୁଖ ଖବରକାଗଜ ଦୈନିକ ଭାସ୍କର ଗ୍ରୁପର ବିଭିନ୍ନ ଅଫିସରେ ଆୟକର ବିଭାଗ ଚଢାଉ କରିଛି। ଏହି ଗ୍ରୁପର ଥିବା ଦିଲ୍ଲୀ, ମଧ୍ୟପ୍ରଦେଶ,…