ଆଞ୍ଚଳିକ ବେଗୁନିଆ ପଡ଼ା ବ୍ଳକ ପଞ୍ଚାୟତ ସମିତିର ଦ୍ଵିତୀୟ ବୈଠକ ଅନୁଷ୍ଠିତ କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପଞ୍ଚାୟତ ସମିତିର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରେଣୁବାଳା ଗୌଡ଼ଙ୍କ ସଭାପତିତ୍ବରେ ଏହି ବୈଠକରେ…