ଆଜିର ଖବର ବିମାନରୁ ଗିରଫ ହେବାର ୩ ଘଣ୍ଟା ମଧ୍ୟରେ ପୱନ ଖେଡାଙ୍କୁ ମିଳିଲା ଜାମିନ ନୂଆଦିଲ୍ଲୀ: କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ପୱନ ଖେଡା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ୱାରକା କୋର୍ଟରୁ ଜାମିନ ପାଇଛନ୍ତି। ତାଙ୍କୁ ଆଜି ଦିଲ୍ଲୀ ବିମାନବନ୍ଦରରୁ ଆସାମ ପୋଲିସ ଗିରଫ…