ଆଜିର ଖବର ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ଵରୁପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ ନରସିଂହପୁର: ମଧ୍ୟପ୍ରଦେଶର ନରସିଂହପୁରରେ ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ଵରୁପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ ହୋଇଛି। ଶଙ୍କରାଚାର୍ଯ୍ୟ ସ୍ଵରୁପାନନ୍ଦ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ୯୯…