ବିଶେଷ ଖବର ଭାରତ ସହିତ ବିବାଦ ଯୋଗୁଁ କାନାଡାକୁ ହେବ କ୍ଷତି, କିନ୍ତୁ ଏହି ଦେଶଗୁଡିକ ହେବେ ବହୁତ ଲାଭବାନ ନୂଆଦିଲ୍ଲୀ: ଗତ ସପ୍ତାହରୁ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଦଶନ୍ଧି ଧରି ବନ୍ଧୁ ଥିବା ଏହି ଦୁଇ ଦେଶ…