ଆଜିର ଖବର ଗୁୟାନାର ଅର୍ଡର୍ ଅଫ୍ ଏକ୍ସଲେନ୍ସରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ଗୁୟାନାର ରାଷ୍ଟ୍ରପତି ଷ୍ଟେଟ୍ ହାଉସ୍ରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଦ ଅଡର୍ ଅଫ୍ ଏକ୍ସଲେନ୍ସ” ପ୍ରଦାନ କରିଛନ୍ତି।…