ଆଜିର ଖବର ବରଯାତ୍ରୀ ଗାଡି ଧକ୍କା : ତିନି ମୃତ, ଚାରି ଆହତ ବରଗଡ଼: ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କା ହେବା ଯୋଗୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବରଗଡ଼…