ଆଜିର ଖବର ଆଜି କାର୍ତ୍ତିକ ମାସର ଶେଷ ସୋମବାର, ଧବଳେଶ୍ବର ପିଠରେ ପ୍ରବଳ ଭିଡ ଭୁବନେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର। ଏହି ଦିନ ଦେବଦେବ ମହାଦେବଙ୍କୁ ଦର୍ଶନ କରାଯାଇଥାଏ। କାରଣ କାର୍ତ୍ତିକ ମାସର ସବୁ ସୋମବାର ହେଉଛି…