ଆଜିର ଖବର କଳାହାଣ୍ଡି ଜିଲ୍ଲା ପୋଲିସକୁ ବଡ ସଫଳତା: ୮ ଡକାୟତି ଗ୍ୟାଙ୍ଗ ଗିରଫ, ୩ କୋଟି ୫୧ ଲକ୍ଷ ଜବତ ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ…