ଧାଡି ଦର୍ଶନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଚଳିତ ମାସ ୨୦ତାରିଖ ଠାରୁ ନାଟମଣ୍ଡପରେ ସ୍ୱତନ୍ତ୍ର ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ। ଇଂରାଜୀ ନୂଆବର୍ଷ ଓ ମକର ସଂକ୍ରାନ୍ତି ଭିଡ଼କୁ…