ବିଶେଷ ଖବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତିକୁ ଆମେରିକାର ସ୍ୱାଗତ, ହ୍ଵାଇଟ ହାଉସ ପକ୍ଷରୁ ଆସିଲା ବୟାନ ନୂଆଦିଲ୍ଲୀ: ଉଜବେକିସ୍ତାନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦିଆଯାଇଥିବା ବିବୃତ୍ତିକୁ ଆମେରିକା ସ୍ଵାଗତ କରିଛି। ବୈଠକରେ ପ୍ରଧାନମନ୍ତ୍ରୀ…