ଅପରାଧ ବାଣପୁର: ଧାନ ଖଳାରେ ନିଆଁ ଲଗାଇଲେ ଦୁର୍ବୁତ୍ତ, ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ଫସଲ ସୀତାରାମ ଅଗ୍ରୱାଲ ବାଣପୁର: ନୂଆବର୍ଷରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏକ ଅଘଟଣ ଘଟିଯାଇଛି। ଶୀତ ରାତିରେ ଏକ ଧାନ ଖଳାରେ ଦୁର୍ବୁତ୍ତମାନେ ନିଆଁ ଲଗେଇଦେବା ଦ୍ୱାରା…