ଆଞ୍ଚଳିକ ବାଲୁଗାଁ: ଧାନ ବେଙ୍ଗଳା ମେସିନ ତଳେ ଚାପି ହୋଇ ଯୁବ ଚାଷୀ ମୃତ ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଶିଖରପଦର ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ଖବର ମୁତାବକ ଆଜି ସକାଳେ ଶିଖରପଦର ଗ୍ରାମର ରଘୁନାଥ…