ଆଜିର ଖବର Dhamnagar Bypoll: ଜଣେ ମହିଳା ମୁହଁ ଘୋଡାଇ ପଇସା ବାଣ୍ଟୁଛି, ବିଜେଡି କଲା ଅଭିଯୋଗ ଭୁବନେଶ୍ବର: ଆଜି ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁରୁତର ଅଭିଯୋଗ କରିଛି। ତାହା ହେଲା ଧାମନଗରରେ ଜଣେ ମହିଳା ମୁହଁ ଘୋଡାଇ ପଇସା ବାଣ୍ଟୁଛି।…