ଆଜିର ଖବର ଧାମନଗର ନିର୍ବାଚନ ମଣ୍ଡଳୀରୁ ଦୁଇ ବିଡିଓଙ୍କ ବଦଳି ନେଇ ବିଜେପିର ଅଭିଯୋଗ ଭୁବନେଶ୍ବର: ଧାମନଗର ଏବି ତିହିଡି ବିଡିଓଙ୍କୁ ବଦଳି ନେଇ ଖପ୍ପା ହୋଇଛି ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ…