ଜାତୀୟ ଖବର ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍ ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଟ୍ରେନର ଶୁଭାରମ୍ଭ କରିବାକୁ ଯାଉଛି। ଏହି ଟ୍ରେନ୍ ସବୁଠାରୁ ସ୍ୱଚ୍ଛ ଜାଳେଣି ଭାବେ ଜଣାଶୁଣା ହାଇଡ୍ରୋଜେନ୍…