ଆଜିର ଖବର ୫୦୦୦ ଫୁଟରେ ଧୂଆଁରେ ଭରିଗଲା ବିମାନ: ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍ ନୂଆଦିଲ୍ଲୀ: ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟ ବିମାନର ଜରୁରୀ ଅବତରଣ କରାଯାଇଛି। କୁହାଯାଉଛି ଯେ, ଯେତେବେଳେ ବିମାନଟି ଉଡ଼ିବା ଆରମ୍ଭ କଲା, କିଛି ସମୟ ପରେ ବିମାନ…