ଅନ୍ତରାଷ୍ଟ୍ରୀୟ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ପାଇବେ ଇତିହାସ ସୃଷ୍ଟି କରିବାର ସୁଯୋଗ, ଭାଙ୍ଗି ପାରନ୍ତି ଧୋନିଙ୍କ ରେକର୍ଡ ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ କେପଟାଉନରେ ଖେଳାଯିବ। ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ଏକ ଇନିଂସ ଏବଂ…