ଆଜିର ଖବର ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍!, ଏହି ରାଜ୍ୟରେ ଚିହ୍ନଟ ହେଲେ ନଅଟି ମାମଲା, ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରରେ ଓମିକ୍ରନ୍ ର ନଅଟି ମାମଲା ରିପୋର୍ଟ ହୋଇଛି। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଚାରି ଜଣଙ୍କ ମଧ୍ୟରେ ଓମିକ୍ରନ୍ ଭାରିଆଣ୍ଟ ଦେଖିବାକୁ ମିଳିଛି। ସେମାନଙ୍କ…