ଅପରାଧ ଚାନ୍ଦପୁର: ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ, ନକଦ ୧ ଲକ୍ଷ ଜବତ ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାପେଡି ଜଙ୍ଗଲର ଜୁଆ ଆଡ୍ଡା ଉପରେ ଗତକାଲି ରାତିରେ ବଡ଼ ଧରଣର ଚଢ଼ାଉ ହୋଇଛି। ଚାନ୍ଦପୁର ଆଇଆଇସି ମୁକେଶ…