ଅପରାଧ ବାଣପୁର: କବାଟ ଭାଙ୍ଗି ୧୨ ସୁନା ମୁଦି ସହ ନକଦ ୩ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ ସୀତାରାମ ଅଗ୍ରୱାଲ ବାଣପୁର: ଶୋଇଥିବା ଅବସ୍ଥାରେ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ। ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନକଦ ଟଙ୍କା। ଖୋର୍ଦ୍ଧା ଜିଲ୍ଲା ବାଣପୁର…