ଆଜିର ଖବର ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ ନୂଆଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି ଯେ, ସରକାର ସଂସଦର ଆଗାମୀ ଅଧିବେଶନରେ ନକଲି ସାର ଏବଂ କୀଟନାଶକ…